ରାଜ୍ୟ ପାଇଁ ଆଶ୍ୱସ୍ତି: ହ୍ରାସ ପାଉଛି କରୋନା ସଂକ୍ରମଣ
ଭୁବନେଶ୍ୱର: କରୋନା ସଂକଟ ମଧ୍ୟରେ ରାଜ୍ୟ ପାଇଁ ଆଶ୍ୱସ୍ତି । ଗତ ୧୦ଦିନ ଧରି ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୧୦ଦିନରେ ପଜିଟିଭ ହାର ୮.୫୩%ରୁ ୬.୩୨%କୁ ହ୍ରାସ ପାଇଛି । ସେହିପରି ଦୈନିକ ସଂକ୍ରମଣ ମାମଲା ହାରାହାରି ୪ହଜାର ୧୪୨ରୁ କମି ୨ହଜାର ୮୩୩ରେ ପହଞ୍ଚିଛି । ରାଜ୍ୟର ୪ ପ୍ରମୁଖ ଜିଲ୍ଲାରେ ପଜିଟିଭ ହାର କମିଛି । ଗଂଜାମ, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ କମିଛି । … Continue reading ରାଜ୍ୟ ପାଇଁ ଆଶ୍ୱସ୍ତି: ହ୍ରାସ ପାଉଛି କରୋନା ସଂକ୍ରମଣ
Copy and paste this URL into your WordPress site to embed
Copy and paste this code into your site to embed