ଦେଶରେ ବଢୁଛି କରୋନା କାୟା, ୭୪ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଡରାଉଛି କରୋନା । ଭାରତରେ ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ । କର୍ଣ୍ଣାଟକରେ ଚିକିତ୍ସାଧିନ ଅବସ୍ଥାରେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିଛି ଦିନ ତଳେ ତାଙ୍କ ରକ୍ତ ପରୀକ୍ଷାରେ ପଜିଟିଭ ରିପୋର୍ଟ ଆସିଥିଲା । ତେଣୁ ସେ ଚିକିତ୍ସାଧିନ ଥିଲେ । ସେ ନିକଟରେ ସାଉଦି ଆରବରୁ ଫେରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ତେଲଙ୍ଗାନାର ଏକ ହସପିଟାଲରେ … Continue reading ଦେଶରେ ବଢୁଛି କରୋନା କାୟା, ୭୪ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା