ମଣିଷ ଶରୀରରେ କରୋନା ପ୍ରତିଷେଧକର ପ୍ରଥମ ପରୀକ୍ଷଣ, ଆସିବ କି ଶୁଭ ଖବର ?

କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି । ଆମ ଦେହରେ ଭାଇରସ ଆସିଯାଇନି ତ ? ଏଭଳି ପ୍ରଶ୍ନରେ ପୁରା ପୃଥିବୀ ଥରହର ହେଉଛି । ସାମାଜିକ ଦୂରତା ଏହାର ଏକ ମାତ୍ର ପ୍ରତିକାରକ । ଯାହା ପାଇଁ ସମସ୍ତେ କରୋନା ଦାଉରୁ ବଞ୍ଚିବା ପାଇଁ ଘରେ ନିଜକୁ ବନ୍ଦୀ କରି ରଖୁଛନ୍ତି । ତେବେ କରୋନା ଯୁଦ୍ଧର ଅସ୍ତ୍ର ଆଣ୍ଟିଭାଇରସ ପାଇଁ ଚାଲିଛି ପରୀକ୍ଷା ପରେ ପରୀକ୍ଷା । ବିଶ୍ୱର ପ୍ରତିଟି … Continue reading ମଣିଷ ଶରୀରରେ କରୋନା ପ୍ରତିଷେଧକର ପ୍ରଥମ ପରୀକ୍ଷଣ, ଆସିବ କି ଶୁଭ ଖବର ?