ମୋଟା ଲୋକଙ୍କ ପାଇଁ ଯଥେଷ୍ଟ ନୁହେଁ ୧୪ଦିନର ଆଇସୋଲେସନ୍,ସେମାନଙ୍କ ପାଇଁ କରୋନା ବିପଦ ଡବଲ !
ନୂଆଦିଲ୍ଲୀ: କଲବଲ କରୁଛି କରୋନା । କରୋନାଠୁ ବଞ୍ଚିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରୁଛି ବିଶ୍ୱ । କରୋନାକୁ ମାତ ଦେବାକୁ ହେଲଥ୍ ଏକ୍ସପର୍ଟ ଲୋକଙ୍କୁ ୧୪ଦିନ ଆଇସୋଲେସନରେ ରହିବାକୁ ଉପଦେଶ ଦେଉଛନ୍ତି । ତେବେ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମୋଟା ଲୋକଙ୍କୁ ୧୪ଦିନର ଆଇସୋଲେସନ ଯଥେଷ୍ଟ ନୁହେଁ । ଇଟାଲିରେ ଅନୁସନ୍ଧାନକାରୀମାନେ ମୋଟା ଲୋକଙ୍କୁ ୨୮ଦିନ ଆଇସୋଲେସନରେ ରହିବାକୁ ଉପଦେଶ ଦେଇଛନ୍ତି । ଯାହା ସାଧାରଣ ଆଇସୋଲେସନର ଦ୍ୱିଗୁଣ । ଇନଫ୍ଲୁଏଂଜା ସଂକ୍ରମଣ … Continue reading ମୋଟା ଲୋକଙ୍କ ପାଇଁ ଯଥେଷ୍ଟ ନୁହେଁ ୧୪ଦିନର ଆଇସୋଲେସନ୍,ସେମାନଙ୍କ ପାଇଁ କରୋନା ବିପଦ ଡବଲ !
Copy and paste this URL into your WordPress site to embed
Copy and paste this code into your site to embed