ଓଡ଼ିଶାରେ କରୋନା ସନ୍ଦିଗ୍ଧ, ଏସସିବିକୁ ପଠାଗଲା ରକ୍ତ ନମୁନା
ଫୁଲବାଣୀ: କନ୍ଧମାଳରେ କରୋନା ସନ୍ଦିଗ୍ଧ । ଚାଇନାରେ ଡାକ୍ତରୀ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କ ଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ହେବା ତାଙ୍କୁ ଥଣ୍ଡା, ଜ୍ୱର ଲାଗି ରହିଛି । ଚିକିତ୍ସା ପରେ ବି ଥଣ୍ଡା ଛାଡ଼ୁନାହିଁ । କରୋନା ସନ୍ଦେହରେ ସମ୍ପୃକ୍ତ ଛାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି । ଛାତ୍ର ଜଣକ ଚାଇନରେ ଏମବିବିଏସ ପଢ଼ୁଛନ୍ତି । ଗତ ୧୧ ତାରିଖରେ ସେ ଚାଇନାରୁ ଘରକୁ ଆସିଛନ୍ତି … Continue reading ଓଡ଼ିଶାରେ କରୋନା ସନ୍ଦିଗ୍ଧ, ଏସସିବିକୁ ପଠାଗଲା ରକ୍ତ ନମୁନା
Copy and paste this URL into your WordPress site to embed
Copy and paste this code into your site to embed