କରୋନାକୁ ନେଇ WHOକୁ ୨୩୯ ବୈଜ୍ଞାନିକଙ୍କ ଚେତାବନୀ, କହିଲେ ଏମିତି ଭୟଙ୍କର କଥା
ନୂଆଦିଲ୍ଲୀ: କରୋନା ଏବେ ସାରା ବିଶ୍ୱରେ ଭୟାନକ ଭାବରେ ବିସ୍ତାର ହେବାରେ ଲାଗିଛି । କରୋନାର ରୂପ ପୂର୍ବରୁ ଯାହା ଥିଲା ଏବେ ସାଙ୍ଘାତି ହୋଇଛି । ଭୂତାଣୁ ତାର ଶକ୍ତିକୁ ବଢ଼ାଇବାରେ ଲାଗିଛି । ଏଇ ଭିତରେ ବିଭିନ୍ନ ବୈଜ୍ଞାନିକ ମାନେ କରୋନାକୁ ନେଇ ଭୟାନକ ମତ ଦେଇଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରୁ ୨୩୯ ଜଣ ବୈଜ୍ଞାନିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏକ ଚିଠି ଲେଖି କରୋନ ଭୂତାଣୁ ବିଷୟରେ ଚେତାବନୀ ଦେଇଛନ୍ତି । … Continue reading କରୋନାକୁ ନେଇ WHOକୁ ୨୩୯ ବୈଜ୍ଞାନିକଙ୍କ ଚେତାବନୀ, କହିଲେ ଏମିତି ଭୟଙ୍କର କଥା
Copy and paste this URL into your WordPress site to embed
Copy and paste this code into your site to embed