ଦେଶରେ ଦିନକରେ ସର୍ବାଧିକ ୨ହଜାର କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କରୋନା ପ୍ରକୋପ । ଗୋଟିଏ ଦିନରେ ସର୍ବାଧିକ ୨ ହଜାର ୩ ଜଣକ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୦, ୯୭୪ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ୍‌ ୩ ଲକ୍ଷ ୫୪ ହଜାର ୬୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ୧୧, ୯୦୩ ଜଣକ ଜୀବନ ନେଇଛି ମହାମାରୀ କରୋନା ଭୁତାଣୁ । ୮୬ ହଜାର ଲୋକେ ସୁସ୍ଥ ହୋଇ ଘରକୁ … Continue reading ଦେଶରେ ଦିନକରେ ସର୍ବାଧିକ ୨ହଜାର କରୋନା ମୃତ୍ୟୁ