‘କରୋନା’ କମିଟିର ଦାବି: ଫେବ୍ରୁଆରୀ ବେଳକୁ ଫେରିଯିବ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରାସ୍ ତା’ର ଶୀର୍ଷସ୍ତର ଦେଇ ଗତି କରିସାରିଛି । ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ବୈଜ୍ଞାନିକଙ୍କ କମିଟି ପକ୍ଷରୁ ଏହା କୁହାଯାଇଛି । କମିଟିର ସୂଚନା ମୁତାବକ ୨୦୨୧ ଯାଏଁ ଏହି ମହାମାରୀ ଦେଶରୁ ସମାପ୍ତ ହେବାର ସମ୍ଭାବନା ରହିଛି । ଭାରତରେ ୧୦.୬ ମିଲିୟନ ଅର୍ଥାତ ୧ କୋଟି ୬ ଲକ୍ଷ ଠାରୁ ଅଧିକ ମାମଲା ଦେଖିବାକୁ ମିଳିବ ନାହିଁ । ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ … Continue reading ‘କରୋନା’ କମିଟିର ଦାବି: ଫେବ୍ରୁଆରୀ ବେଳକୁ ଫେରିଯିବ କରୋନା