ନୂଆ ବର୍ଷରୁ ଆରମ୍ଭ ହେବ ଟିକାକରଣ!: ଜୁଲାଇ ସୁଦ୍ଧା ୩୦ କୋଟି ଭାରତୀୟଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ:  କରୋନା ଟିକା ନେଇ ଆଶ୍ୱସ୍ତିକର ଖବର । ଜାନୁୟାରୀରେ ବଜାରକୁ ଆସିପାରେ ୨ ଟିକା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ‘କୋଭିସିଲ୍ଡ’ ଓ ଭାରତ ବାୟେଟେକର ‘କୋଭାକ୍ସିନ୍’ ଜାନୁୟାରୀ ବେଳକୁ ସାଧାରଣ ଲୋକଙ୍କ ନିମନ୍ତେ ଉପଲବ୍ଧ ହୋଇପାରେ । ଏବଂ ଅପ୍ରେଲ ମାସ ବେଳକୁ ମୋଟ ୪ ଟିକାର ବ୍ୟବହାର ନେଇ ଅନୁମତି ମିଳିପାରେ । ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ  ଜୁଲାଇ ସୁଦ୍ଧା ପ୍ରାୟ ୩୦ କୋଟି ଲୋକଙ୍କ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଛି … Continue reading ନୂଆ ବର୍ଷରୁ ଆରମ୍ଭ ହେବ ଟିକାକରଣ!: ଜୁଲାଇ ସୁଦ୍ଧା ୩୦ କୋଟି ଭାରତୀୟଙ୍କୁ ଦିଆଯିବ ଟିକା