WHO ମାନିଲା କରୋନା ପାଇଁ ଚୀନ୍ ଦାୟୀ ! ଜାଣନ୍ତୁ କେମିତି…
ନୂଆଦିଲ୍ଲୀ: କରୋନାକୁ ନେଇ ହେଲା ବଡ଼ ଖୁଲାସା । କରୋନାର ବିସ୍ତାର ପାଇଁ ଦେଶ ଦେଶ ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ସାମ୍ନାକୁ ଆସିଲା ଏହାକୁ ନେଇ ଏକ ବଡ଼ ଖବର । ବହୁଦିନର ଟଣା ଓଟରା ପରେ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନିଲା ଯେ, କରୋନାର ପ୍ରସାର ପାଇଁ ଚୀନର ବଡ଼ ଭୂମିକା ଅଛି । WHO ଅନୁସାରେ ଚୀନର ଉହାନ ମାର୍କେଟ କରୋନା ଭାଇରସ୍ ପ୍ରସାରର ସବୁଠୁ ବଡ଼ କାରଣ ପାଲଟିଛି … Continue reading WHO ମାନିଲା କରୋନା ପାଇଁ ଚୀନ୍ ଦାୟୀ ! ଜାଣନ୍ତୁ କେମିତି…
Copy and paste this URL into your WordPress site to embed
Copy and paste this code into your site to embed