ଗ୍ରାମାଞ୍ଚଳ ଉପରେ ଫୋକସ୍, ଗାଁରେ ସଂକ୍ରମଣ ରୋକିବାକୁ କୋଭିଡ୍ ମ୍ୟାନେଜମେଣ୍ଟ କମିଟି
କଟକ: କଟକ ଜିଲ୍ଲାରେ କଣ ରହିଛି କରୋନା ମହାମାରୀ ସ୍ଥିତି । ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ଲକଡାଉନର ଦ୍ୱିତୀୟ ଦିନ ଜିଲ୍ଲାରେ ଠିକଠାକ୍ ଚାଲିଛି । ସଂକ୍ରମଣକୁ ଚେକ୍ ଦେବା ପାଇଁ ଜିଲ୍ଲାରେ ଘରକୁ ଘର ବୁଲି ସର୍ଭେ ଚାଲିଛି । ଲକ୍ଷଣ ଥିବା ଲୋକଙ୍କୁ ଆଇସୋଲେଟ୍ କରାଯିବ ଏହାର ମୁଖ୍ୟ ଉଦ୍ଦେଶ୍ୟ । ସେମାନଙ୍କୁ ଚିହ୍ନଟ ସହ … Continue reading ଗ୍ରାମାଞ୍ଚଳ ଉପରେ ଫୋକସ୍, ଗାଁରେ ସଂକ୍ରମଣ ରୋକିବାକୁ କୋଭିଡ୍ ମ୍ୟାନେଜମେଣ୍ଟ କମିଟି
Copy and paste this URL into your WordPress site to embed
Copy and paste this code into your site to embed