ମାଙ୍କଡ଼ଙ୍କ ଉପରେ ସଫଳ ହେଲା କରୋନା ଭାକସିନ୍ ପରୀକ୍ଷଣ: ମଣିଷଙ୍କ ଉପରେ ଟ୍ରାଏଲ ପାଇଁ ବ୍ରିଟେନ୍ ଦେବ ମୋଟା ଅଙ୍କ
ବିଟ୍ରେନ୍ : ବିଶ୍ୱର ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀମାନେ କରୋନାଭାଇରସ୍ ବିରୁଦ୍ଧରେ ଲଢ଼ିବା ପାଇଁ ଟିକା ପ୍ରସ୍ତୁତ କରିବାରେ ଜଡିତ ଅଛନ୍ତି । ତେବେ ଅନେକ ଦେଶ ଟିକା ପ୍ରସ୍ତୁତ କରି ଦେବା ପାଇଁ ଦାବି କରିଛନ୍ତି । ତଥାପି, ବଜାରକୁ ଆସିବା ପୂର୍ବରୁ ଏହି ଟିକାକୁ ଅନେକ ପରୀକ୍ଷା ଦେଇ ଗତି କରିବାକୁ ପଡିବ । ତାପରେ ଏହା ଲୋକଙ୍କ ପାଇଁ ଉପଲବ୍ଧ କରାଯିବ । ଏହି ପରିପ୍ରେକ୍ଷୀରେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଖୁବ ଦ୍ରୁତ ଗତିରେ … Continue reading ମାଙ୍କଡ଼ଙ୍କ ଉପରେ ସଫଳ ହେଲା କରୋନା ଭାକସିନ୍ ପରୀକ୍ଷଣ: ମଣିଷଙ୍କ ଉପରେ ଟ୍ରାଏଲ ପାଇଁ ବ୍ରିଟେନ୍ ଦେବ ମୋଟା ଅଙ୍କ
Copy and paste this URL into your WordPress site to embed
Copy and paste this code into your site to embed