ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାରର ୪ଜଣଙ୍କୁ କରୋନା
ମୁମ୍ବାଇ: କରୋନା ଭାଇରସ୍ ସରାଦେଶରେ ହାହାକାର ସୃଷ୍ଟି କରିଛି । ଏହି ମାହାମାରୀ ଆଗରେ ସମସ୍ତେ ହାର ମାନୁଛନ୍ତି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତଙ୍କୁ କବଳିତ କରିଛି କରୋନା ମାହାମାରୀ । ବର୍ତ୍ତମାନ ଏହି ମହାମାରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାରରେ ପହଞ୍ଚିଛି । ତାଙ୍କ ବଡ଼ ଭାଇ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଶ୍ ଗାଙ୍ଗୁଲି … Continue reading ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାରର ୪ଜଣଙ୍କୁ କରୋନା
Copy and paste this URL into your WordPress site to embed
Copy and paste this code into your site to embed