ସାରୁଅ ଦୁର୍ନୀତିର ହିସାବ ମାଗୁଛି କ୍ରାଇମବ୍ରାଞ୍ଚ, ଚଞ୍ଚକତା କରି ଶିବଙ୍କ ନାଁରେ କିଣା ଯାଇଥିଲା ପାଖାପାଖି ଶହେ ପ୍ଲଟ୍
ଭୁବନେଶ୍ୱର: ଦଳିତଙ୍କ ଜମି ହଡପ୍ର ମାଷ୍ଟରମାଇଣ୍ଡ କିଏ ? ଡ୍ରାଇଭର୍ ରବୀନ୍ଦ୍ର ସେଠୀ କିଣିଥିବା ଜମି ଓଡ଼ିଶା ଇନଫ୍ରାଟେକ ଖାତାକୁ କେମିତି ଗଲା ? ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କ ଠାରୁ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ । ଦୁଇଦିନିଆ ରିମାଣ୍ଡର ପ୍ରଥମ ଦିନରେ ମାରାଥନ୍ ଜେରା କରିଛି ଅର୍ଥନୈତିକ ଅପରାଧ ଶାଖା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଗିଙ୍କ ଜମି ଦୁର୍ନିତିର ଅନେକ ଗୁମର ଖୋଲିଛନ୍ତି ମନୋରଂଜନ । ଆଇନ … Continue reading ସାରୁଅ ଦୁର୍ନୀତିର ହିସାବ ମାଗୁଛି କ୍ରାଇମବ୍ରାଞ୍ଚ, ଚଞ୍ଚକତା କରି ଶିବଙ୍କ ନାଁରେ କିଣା ଯାଇଥିଲା ପାଖାପାଖି ଶହେ ପ୍ଲଟ୍
Copy and paste this URL into your WordPress site to embed
Copy and paste this code into your site to embed