କଣ୍ଟେନମେଣ୍ଟ୍ ଜୋନ୍ ହେଲା ସିଡିଏ ସେକ୍ଟର ୯, ଜାଣନ୍ତୁ ସେକ୍ଟର ୯ର କେତେ ଅଞ୍ଚଳ ସିଲ୍……
କଟକ ସିଡିଏ ସେକ୍ଟର ୯ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରଯାଇଛି । ଉକ୍ତ ଅଞ୍ଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ପରେ ସିଏମସି ଏଭଳି ନିଷ୍ପତ୍ତି ନେଇଛି । ତେବେ ଅଞ୍ଚଳକୁ ଚାରି ପାର୍ଶ୍ୱରୁ ସିଲ୍ କରାଯାଇଛି । ଦକ୍ଷିଣରେ ମୁଖ୍ୟ ରାସ୍ତାର ଡି-୪୭ରୁ ଡି-୪୯ ପର୍ଯ୍ୟନ୍ତ ସିଲ ହୋଇଥିବା ବେଳେ ପଶ୍ଚିମରେ ଡି-୧ରୁ ଡି-୪୯ ପର୍ଯ୍ୟନ୍ତର ସାମ୍ନା ରାସ୍ତା ସିଲ୍ ହୋଇଛି । ଉତ୍ତରରେ ଥିବା ଆମ୍ବତୋଟା ରାସ୍ତାରେ ଡି-୧ରୁ ବି-୩୪ ପର୍ଯ୍ୟନ୍ତ ସିଲ୍ ହୋଇଛି … Continue reading କଣ୍ଟେନମେଣ୍ଟ୍ ଜୋନ୍ ହେଲା ସିଡିଏ ସେକ୍ଟର ୯, ଜାଣନ୍ତୁ ସେକ୍ଟର ୯ର କେତେ ଅଞ୍ଚଳ ସିଲ୍……
Copy and paste this URL into your WordPress site to embed
Copy and paste this code into your site to embed