ଆରବସାଗରରେ ବଳ ଗୋଟାଉଛି ବାତ୍ୟା; ୩୬ ଘଣ୍ଟାରେ ଛୁଇଁପାରେ ସ୍ଥଳଭାଗ

ନୂଆଦିଲ୍ଲୀ: ଟଳୁନି ବାତ୍ୟା ବିପଦ । ଗୋଟିଏ ପରେ ଗୋଟିଏ ବାତ୍ୟା ମୁହାଁଉଛି । ଆରବସାଗରରେ ପୁଣି ଥରେ ସୃଷ୍ଟି ହୋଇଛି ବାତ୍ୟା । ଗୋଟିଏ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ବେଳେ ଅନ୍ୟଟି ଅବପାତରେ ପରିଣତ ହୋଇଛି । ଦକ୍ଷିଣ-ପଶ୍ଚିମ ଆରବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ପବନ’ ମାଡ଼ି ଆସୁଛି । ଘଣ୍ଟାପ୍ରତି ୧୫ କିମି ବେଗରେ ସମୁଦ୍ରରେ ଗତି କରୁଛି ବାତ୍ୟା ‘ପବନ’ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହା … Continue reading ଆରବସାଗରରେ ବଳ ଗୋଟାଉଛି ବାତ୍ୟା; ୩୬ ଘଣ୍ଟାରେ ଛୁଇଁପାରେ ସ୍ଥଳଭାଗ