ରାଜ୍ୟର କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଜାଣନ୍ତୁ କିଏ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ରାଜ୍ୟରେ ଚିହ୍ନଟ ହେଉଛି କରୋନା ପଜିଟିଭ । ଅଧିକାଂଶ ଫେରନ୍ତା ହେଉଛନ୍ତି କରୋନା ପଜିଟିଭ । ତେବେ ଏଇ ଭିତରେ ଆଉ ଗୋଟେ ବଡ଼ ଖବର ଆସି ପହଞ୍ଚିଛି । ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଯାହା ଆମ ପାଖରେ ପ୍ରାରମ୍ଭିକ ସୂଚନା ରହିଛି, ମୃତକ ଜଣ … Continue reading ରାଜ୍ୟର କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଜାଣନ୍ତୁ କିଏ