ଫାଶୀର ୨ ଘଣ୍ଟା ପରେ ମଧ୍ୟ ଜୀବିତ ଥିଲା ଦୁଷ୍କର୍ମ ଓ ହତ୍ୟା ମାମଲାର ଏହି ଦୋଷୀ
ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ନିର୍ଭୟାର ଦୋଷୀମାନଙ୍କୁ ଫାଶୀ ଦିଆଯିବ । କିନ୍ତୁ ପାଖାପାଖି ୪୦ ବର୍ଷ ତଳେ ଏମିତି ଗୋଟିଏ ଘଟଣା ଘଟିଥିଲା ଯାହା ତିହାର ଜେଲ ପ୍ରଶାସନର ମୁଣ୍ଡ ଖରାପ କରିଦେଇଥିଲା । ସେତେବେଳ ତିହାର ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ପାଇଥିବା ଦୁଇ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଫାଶୀ ଖୁଣ୍ଟରେ ଝୁଲିବାର … Continue reading ଫାଶୀର ୨ ଘଣ୍ଟା ପରେ ମଧ୍ୟ ଜୀବିତ ଥିଲା ଦୁଷ୍କର୍ମ ଓ ହତ୍ୟା ମାମଲାର ଏହି ଦୋଷୀ
Copy and paste this URL into your WordPress site to embed
Copy and paste this code into your site to embed