ଦିଲ୍ଲୀରେ ସିଏଏ ହିଂସା ନେଲାଣି ୧୩ ଜୀବନ, ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ସିଏଏ ନିଆଁ ।  ଜଳୁଛି ଦିଲ୍ଲୀ, ବଢୁଛି ହିଂସା । ରବିବାରଠାରୁ ଆରମ୍ଭ ହୋଇଥିବା ହିଂସା ଉତ୍ତରପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଛି। ଜଣେ ପୋଲିସ କର୍ମୀଙ୍କ ସହ ୧୩ଜଣ ପ୍ରାଣ ହରାଇଛନ୍ତି, ୧୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୧୪୪ ଧାରା ଓ କର୍ଫୁ ପରେ ବି ସ୍ଥିତି ନସୁଧୁରିବାରୁ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି … Continue reading ଦିଲ୍ଲୀରେ ସିଏଏ ହିଂସା ନେଲାଣି ୧୩ ଜୀବନ, ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ