କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ, ଗାଡ଼ି ଚାଳକଙ୍କୁ ସତର୍କ ହେବାକୁ ପରାମର୍ଶ
ଭୁବନେଶ୍ୱର : ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ଲାଗି ରହିବ ଘନ କୁହୁଡି । ଏଥିପାଇଁ ୟେଲୋ ଓ୍ବାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାରେ ପ୍ରବଳ ଘନ କୁହୁଡି ହେବ ବୋଲି ପୂର୍ବାନୁମାନ କରିଛି । ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ମାଲକାନଗିରି, ବୌଦ୍ଧ, ଦେବଗଡ ଭଳି ୧୫ଟି ଜିଲ୍ଲାରେ ପ୍ରବଳ ଘନ କୁହୁଡି ହେବ ବୋଲି ପାଣିପାଗ ବୈଜ୍ଞାନିକ ସୂଚନା ଦେଇଛନ୍ତି । ଜାତୀୟ ରାଜପଥ … Continue reading କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ, ଗାଡ଼ି ଚାଳକଙ୍କୁ ସତର୍କ ହେବାକୁ ପରାମର୍ଶ
Copy and paste this URL into your WordPress site to embed
Copy and paste this code into your site to embed