ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରେ ନାହିଁ ଧୋନିଙ୍କ ନାଁ, ଅବସରକୁ ନେଇ ଚର୍ଚ୍ଚା ଜୋର

ମୁମ୍ବାଇ : ବିସିସିଆଇ ୨୦୧୯-୨୦ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ ଟିମର ବର୍ଷିକିଆ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିଛି । ଏଥିରେ ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କୁ ବାଦ୍ ଦିଆଯାଇଛି । ଏ-ପ୍ଲସ୍ କ୍ୟାଟେଗୋରିରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ୍ ବୁମରାଙ୍କ ନାଁ ସାମିଲ ଥିବା ବେଳେ, ଧୋନିଙ୍କ ନାଁ କୌଣସି କ୍ୟାଟେଗୋରୀରେ ସାମିଲ ନାହିଁ । ଗତବର୍ଷ ଧୋନି ‘ଏ’ କ୍ୟାଟେଗୋରୀରେ ଥିଲେ । ଏବେ … Continue reading ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରେ ନାହିଁ ଧୋନିଙ୍କ ନାଁ, ଅବସରକୁ ନେଇ ଚର୍ଚ୍ଚା ଜୋର