ଟ୍ରମ୍ପଙ୍କ ଆରୋଗ୍ୟ କାମନା କରି ଉପବାସ ରଖିଥିବା ତେଲେଙ୍ଗାନା ଚାଷୀଙ୍କ ମୃତ୍ୟୁ

ତେଲେଙ୍ଗାନା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନେଇ ଜଣେ କୃଷକ ଅନେକ ଦିନ ଧରି ପ୍ରାର୍ଥନା କରୁଥିଲେ । ସୂଚନା ଅନୁସାରେ ଏବେ ସେହି କୃଷକଙ୍କ ମୃତ୍ୟୁ ହୋଇଛି । କୃଷକ ଜଣକ ଅନେକ ଦିନରୁ ଉପାସ ରହି ଟ୍ରମ୍ପଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ଅନିଦ୍ରା ଥିବାରୁ ଏବଂ ଦାନା ଅଭାବରୁ ସେ ରବିବାର ଦିନ ହୃଦଘାତର ଶୀକାର ହୋଇଥିଲେ । … Continue reading ଟ୍ରମ୍ପଙ୍କ ଆରୋଗ୍ୟ କାମନା କରି ଉପବାସ ରଖିଥିବା ତେଲେଙ୍ଗାନା ଚାଷୀଙ୍କ ମୃତ୍ୟୁ