ମଧ୍ୟପ୍ରଦେଶ ପଳାଇ ଯାଇ ଏନକାଉଣ୍ଟରରୁ ବର୍ତ୍ତିଗଲା କି ବିକାଶ ଦୁବେ ?
ନୂଆଦିଲ୍ଲୀ: କାନପୁରରେ ୮ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଏହି ଅପରାଧ କରିବା ପରେ ଜୁଲାଇ ୨ରୁ ୩ ତାରିଖ ରାତିରେ ବିକାଶ ଦୁବେ ଖସି ପଳାଇଥିଲା । ଜୁଲାଇ ୯ ତାରିଖ ସକାଳେ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଧରାପଡ଼ିଛି । ସେବେଠାରୁ ଏହା ଆତ୍ମସମର୍ପଣ ନା ଗିରଫ ବୋଲି ଏକ ବିତର୍କ ଚାଲିଛି ? ଏହି ପ୍ରସଙ୍ଗରେ ପୂର୍ବତନ ୟୁପି ଡିଜିପି ବିକ୍ରମ ସିଂ ପ୍ରତିକ୍ରିୟା … Continue reading ମଧ୍ୟପ୍ରଦେଶ ପଳାଇ ଯାଇ ଏନକାଉଣ୍ଟରରୁ ବର୍ତ୍ତିଗଲା କି ବିକାଶ ଦୁବେ ?
Copy and paste this URL into your WordPress site to embed
Copy and paste this code into your site to embed