ବିଧାୟକମାନେ ଥିବା ହୋଟେଲ ବାହାରେ ଧାରଣାରେ ବସିଲେ ଦିଗବିଜୟ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ପହଞ୍ଚିଲା ମଧ୍ୟପ୍ରଦେଶ ରାଜନୀତି । ବେଙ୍ଗାଲୁରୁ ସ୍ଥିତ ରାମଦା ହୋଟେଲ ବାହାରେ ଧାରଣାରେ ବସିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ତାଙ୍କୁ ବିଧାୟକମାନଙ୍କ ସହ ଦେଖାକରିବାକୁ ଦିଆଯାଇନଥିବାରୁ ସେ ଧାରଣା ବସିଛନ୍ତି । ଆଜି ସକାଳେ ସେ କର୍ଣ୍ଣାଟକରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ସେ ହୋଟେଲ ଅଭିମୁଖେ ବାହାରିଥିଲେ । କିନ୍ତୁ ସେଠାରେ ତାଙ୍କୁ ପୋଲିସ କର୍ମଚାରୀମାନେ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ । ତା’ ଧାରଣା ବସିଲେ ଦିଗବିଜୟ … Continue reading ବିଧାୟକମାନେ ଥିବା ହୋଟେଲ ବାହାରେ ଧାରଣାରେ ବସିଲେ ଦିଗବିଜୟ
Copy and paste this URL into your WordPress site to embed
Copy and paste this code into your site to embed