spot_img

Latest Posts

ଢେଙ୍କାନାଳ: ଭାପୁର ଗୋହିରାଖାଲ ରାସ୍ତାରେ ବାଇକ୍-ବସ୍ ମୁହାଁମୁହିଁ ଧକ୍କା, ୨ ମୃତ । ମୃତକ ସାଲେପୁର ଅଞ୍ଚଳର ପ୍ରତାପ ଷଡ଼ଙ୍ଗୀ ଓ ପ୍ରୀତମ ଷଡ଼ଙ୍ଗୀ । ଉଭୟ ସମ୍ପର୍କୀୟଙ୍କ ଏକାଦଶାହ କାମରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ଦୁର୍ଘଟଣା ।

Don't Miss