ଅପହୃତ ବ୍ୟବସାୟୀଙ୍କୁ ୫ଦିନ ପରେ ଉଦ୍ଧାର କଲା ପୋଲିସ
ରାଉରକେଲା: ପୋଲିସକୁ ମିଳିଲା ବଡ଼ ସଫଳତା । ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଉଦ୍ଧାର । ୫ଦିନର କଠିନ ପରିଶ୍ରମ ପରେ ମିଳିଲା ସଫଳତା । ଅପହୃତ ପ୍ରଦୀପ କୁଣ୍ଡୁଙ୍କୁ ୫ଦିନ ପରେ ଉଦ୍ଧାର କଲା ପୋଲିସ । ନିଜ ସିଭିଲଟାଉନସିପ ବାସଭବନରେ ପହଞ୍ଚିଲେ ପ୍ରଦୀପ । ପ୍ରଦୀପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଅପହରଣକାରୀ ଦୃଵୁତ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଉଦ୍ଧାର କରିବା ପାଇଁ … Continue reading ଅପହୃତ ବ୍ୟବସାୟୀଙ୍କୁ ୫ଦିନ ପରେ ଉଦ୍ଧାର କଲା ପୋଲିସ
Copy and paste this URL into your WordPress site to embed
Copy and paste this code into your site to embed