ନୟାଗଡ଼: କରୋନା ଫାଶରେ କୋଭିଡ୍ ଯୋଦ୍ଧା । ଫ୍ରଣ୍ଟଫୁଟ ଯୋଦ୍ଧାଙ୍କୁ ମଧ୍ୟ ଛାଡ଼ୁନି ଏହି ଭାଇରସ । ସେ ଡାକ୍ତର ହୁଅନ୍ତୁ ବା ପୋଲିସ । ସମସ୍ତେ କରୋନା ଭାଇରସର କବଳରେ ଆସୁଛନ୍ତି । ଲୋକଙ୍କ ସେବା କରିବାକୁ ପ୍ରତିଶ୍ରୁତି ନେଇଥିବା ଡାକ୍ତର ଓ ନର୍ସ ବି ହେଉଛନ୍ତି କରୋନା ସଂକ୍ରମିତ । ଲୋକଙ୍କ ସେବା କରି କରି ସେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଏବେ ଏମିତି ଏକ ଖବର ଆସିଛି … Continue reading କରୋନା ଫାଶରେ ଡାକ୍ତର ଓ ନର୍ସ
Copy and paste this URL into your WordPress site to embed
Copy and paste this code into your site to embed