କରୋନା ପାଇଁ DRDOର ସ୍ୱତନ୍ତ୍ର ମାସ୍କ ଓ ଭେଣ୍ଟିଲେଟର

ଭୁବନେଶ୍ୱର: କରୋନା ଭାଇରସ୍ ସହ ଲଢିବା ପାଇଁ ସାରା ବିଶ୍ୱ ଏବେ ଏକାଠି । କେଉଁଠି ପୂରା ଦେଶ ଲକଡାଉନ ତ ଆଉ କେଉଁଠି ସଜାଗ ରହିବା ପାଇଁ ଚାଲିଛି ସମୂହ ସଚେତନତା । ଏସବୁ ଭିତରେ କରୋନା ଭାଇରସ୍ ମୁକାବିଲା କରିବା ପାଇଁ DRDO ସ୍ୱତନ୍ତ୍ର ମାସ୍କ ଓ ଭେଣ୍ଟିଲେଟର ପ୍ରସ୍ତୁତ କରିଛି । କରୋନା ସଂକ୍ରମଣ ବିରୋଧରେ  DRDO ପ୍ରସ୍ତୁତ କରିଥିବା ଏହି ଅସ୍ତ୍ରକୁ ନେଇ ଏବେ ସବୁଠି ଚର୍ଚ୍ଚା । ପୂର୍ବରୁ N-95 … Continue reading କରୋନା ପାଇଁ DRDOର ସ୍ୱତନ୍ତ୍ର ମାସ୍କ ଓ ଭେଣ୍ଟିଲେଟର