ଭୁବନେଶ୍ୱରରୁ ଧରା ପଡିଲେ ନକଲି ଆଇପିଏସ,ଜାଣନ୍ତୁ କଣ ଥିଲା କାରନାମା…

ଭୁବନେଶ୍ୱର: ଏବେ ସମଗ୍ର ଭାରତରେ ଲକଡାଉନ୍ ୨.୦ ଚାଲିଛି । ଲକଡାଉନ୍ ର ଦ୍ୱିତୀୟ ପର୍ଯାୟରେ କିଛିଟା ନିୟମରେ କୋହଳ କରିଛନ୍ତି ସରକାର । ତେବେ ଏହି ସମୟରେ ନିୟମ କଡାକଡି କରାଯାଇଛି ଯାହା ଜନତାଙ୍କୁ ପାଳନ କରିବାକୁ ଘୋଷଣା କରାଯାଇଛି । ହେଲେ ଡ୍ୟୁଟି ପାଇଁ ପୋଲିସ ସବୁବେଳେ ଚକିତ ରହୁଛି । ଏହି ସମୟରେ ରାଜଧାନୀରୁ ଏକ ଆଚମ୍ୱିତ କଲାଭଳି ଖବର ସାମ୍ନାକୁ ଆସିଛି । ଲକଡାଉନ ସମୟରେ ଧରା ପଡିଛନ୍ତି ନକଲି  ଆଇପିଏସ … Continue reading ଭୁବନେଶ୍ୱରରୁ ଧରା ପଡିଲେ ନକଲି ଆଇପିଏସ,ଜାଣନ୍ତୁ କଣ ଥିଲା କାରନାମା…