ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରର ଯାଞ୍ଚ, ରକ୍ଷା ହେଲାନି ସାମାଜିକ ଦୂରତା

କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍ଡ଼ାଉନ୍ ପାଳନ କରାଯାଉଛି । ଏଥିରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ହେଉଛି ଏକମାତ୍ର ବିକଳ୍ପ । ଯାହାପାଇଁ ସରକା ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଖୋଦ ସ୍ୱାସ୍ଥ୍ୟ ବିଭାଗ ସାମାଜିକ ଦୂରତାକୁ ନେଇ କେତେ ଗମ୍ଭୀର ତାହା ବୁଧବାର ଦିନ ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲା ସ୍କୁଲରେ ଆଜି ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ … Continue reading ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରର ଯାଞ୍ଚ, ରକ୍ଷା ହେଲାନି ସାମାଜିକ ଦୂରତା