spot_img

Latest Posts

ସୁନ୍ଦରଗଡ଼ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର ; ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିହତ

ନନ୍ଦିଘୋଷ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିହତ। ଏହି ଘଟଣା ହେଉଛି ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର। ମାଓ କ୍ଯାମ୍ପ୍ ଚାଲିଥିବାର ସୂଚନା ପାଇ କମ୍ଵିଂ କରିଥିଲା ପୋଲିସ। ଏହି ସମୟରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏଥିରେ ୩ ନକ୍ସଲ ନିହତ ହୋଇଛନ୍ତି । ସେଠାରୁ ବହୁ ଅସ୍ତ୍ରଶସ୍ତ୍ର ମିଳିଛି। ମାଓ ସାମଗ୍ରୀ ବି ମିଳିଛି ।

ଓଡିଶା ଝାଡଖଣ୍ଡ ସୀମାନ୍ତ ଅଞ୍ଚଳ ସରଣ୍ଡା ଜଙ୍ଗଲରେ ମାଓବାଦୀ ଗତିବିଧିକୁ ଦୃଷ୍ଟିରେ ରଖି ଗତ ୨୦ ତାରିଖ ରାତିରେ ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜିଙ୍କ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମାଓବାଦୀଙ୍କୁ ନିପାତ ପାଇଁ ଅନେକ ନିଷ୍ପତ୍ତି ନିଆଯାଇଥିଲା।

Latest Posts

Don't Miss