୧୦୪କୁ ଫେକ୍ କଲ୍ କରି କହିଲେ ଓଡ଼ିଶାରେ ୧୦୦ କୋଟି ମଲେଣି…
ଭୁବନେଶ୍ୱର: କରୋନାକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କଡ଼ା ପଦକ୍ଷେପ ନିଆଯାଉଛି । ଏଭଳି ପରିସ୍ଥିରେ କରୋନାକୁ ନେଇ ମିଥ୍ୟା ପ୍ରଚାର କଲେ କି ଜରୁରୀକାଳୀନ କାର୍ଯ୍ୟରେ ବାଧା ସୃଷ୍ଟି କଲେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ କିଛି ଅସାମାଜିକ ବ୍ୟକ୍ତି କରୋନାର ଗମ୍ଭୀରତାକୁ ବୁଝୁ ନାହାନ୍ତି । ସେମାନଙ୍କ ପାଇଁ ଏହା ଥଟ୍ଟା ତାମସା ପାଲଟିଛି । ୧୦୪କୁ ଫେକ୍ କଲ କରିଥିବା ଅନେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ … Continue reading ୧୦୪କୁ ଫେକ୍ କଲ୍ କରି କହିଲେ ଓଡ଼ିଶାରେ ୧୦୦ କୋଟି ମଲେଣି…
Copy and paste this URL into your WordPress site to embed
Copy and paste this code into your site to embed