ଜାଲ ନୋଟ୍ ବିକ୍ରି କରିବାର ଫଣ୍ଡା: ୧୦ଲକ୍ଷ ଦିଅ,୨୦ଲକ୍ଷ ନିଅ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜାଲ୍‌ନୋଟ୍ କାରବାରର ପର୍ଦ୍ଦାଫାସ୍  । ୩ଟି ଜାଲ୍ ନୋଟ୍ ଭର୍ତ୍ତି ବ୍ୟାଗ୍ ସହିତ ୭୦ ହଜାର ଅସଲି ଟଙ୍କା ଜବତ କରିଛି ପୋଲିସ୍ । ଘଟଣାରେ ୨ଜଣଙ୍କୁ ଗିରଫ ସହ କାର ଓ ୩ଟି ମୋବାଇଲ ଜବତ କରାଯାଇଛି  । ଶହେ ଟଙ୍କିଆ ନୋଟ୍ ନେଇ ପାଞ୍ଚଶହ ଓ ଦୁଇ ହଜାର ଟଙ୍କିଆ ନୋଟ୍‌ ଦେବାକୁ ଲୋଭ ଦେଖାଇ ଚାଲିଥିଲା ଜାଲ୍‌ନୋଟ କାରବାର । ଅଭିଯୋଗ ଅନୁସାରେ, ଏକ ଅଜଣା ନମ୍ବରରୁ … Continue reading ଜାଲ ନୋଟ୍ ବିକ୍ରି କରିବାର ଫଣ୍ଡା: ୧୦ଲକ୍ଷ ଦିଅ,୨୦ଲକ୍ଷ ନିଅ