ଇତିହାସରେ କେବେ ଓଡ଼ିଶା ଆସିନାହାନ୍ତି ପଙ୍ଗପାଳ, ଯଦି ଆସନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ୱର: ଓଡ଼ିଶା ଆସିବେନି ପଙ୍ଗପାଳ । ଚାଷୀମାନେ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ । ଚାଷୀଙ୍କୁ ଏଭଳି ଆଶ୍ୱସନା ଦେଇଛନ୍ତି କୃଷି ବିଶେଷଜ୍ଞ ତଥା OUAT ଡିନ୍‌ ଲଳିତ ମୋହନ ଗଡ଼ନାୟକ । ସେ କହିଛନ୍ତି ଓଡ଼ିଶାକୁ କେବେ ବି ପଙ୍ଗପାଳ ଆସିବାର କୌଣସି ଇତିହାସ ନାହିଁ । ତେଣୁ ଓଡ଼ିଶା ଚାଷୀଙ୍କୁ ଡରିବାରେ କିଛି ନାହିଁ । ତେବେ ପଙ୍ଗପାଳଠାରୁ ଫସଲକୁ ସୁରକ୍ଷା ଦେବାକୁ ହେଲେ ସେଥିରେ ନିମ୍ବ ତେଲ ବ୍ୟବହାର କରନ୍ତୁ ବୋଲି … Continue reading ଇତିହାସରେ କେବେ ଓଡ଼ିଶା ଆସିନାହାନ୍ତି ପଙ୍ଗପାଳ, ଯଦି ଆସନ୍ତି ତେବେ ଆପଣାନ୍ତୁ ଏହି ଉପାୟ…