କୋଭିଡ୍ ନିୟମ ଉଲଙ୍ଘନ କରି ଅଡୁଆରେ ବିଜେପି ନେତା, ଜୟନାରାୟଣ ମିଶ୍ରଙ୍କ ନାମରେ ଏତଲା…….
ଅଡୁଆରେ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଳି ବିଜେପି ବିଧାୟକ ନାଉରୀ ନାୟକ । କୋଭିଡ ନିୟମ ଉଲଙ୍ଘନ ସହ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଅସଦାଚରଣ ଅଭିଯୋଗରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଉଭୟଙ୍କ ବିରୋଧରେ ଆଇପିସିର ଧାରା 143/188, 447,332,353,294,269,270,336, 506, 149 ଓ ଏପିଡେମିକ୍ସ ଆକ୍ଟର ଧାରା 7ରେ ମାମଲା ରୁଜୁ କରାଯାଇଥିବା ଜିଲ୍ଲା ପୋଲିସ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ବିଧାୟକଙ୍କ ଦାଦାଗିରି । ମହାମାରୀ … Continue reading କୋଭିଡ୍ ନିୟମ ଉଲଙ୍ଘନ କରି ଅଡୁଆରେ ବିଜେପି ନେତା, ଜୟନାରାୟଣ ମିଶ୍ରଙ୍କ ନାମରେ ଏତଲା…….
Copy and paste this URL into your WordPress site to embed
Copy and paste this code into your site to embed