ବାବା ଆଖଣ୍ଡଳମଣି ଭଣ୍ଡାର ଘରେ ଅଗ୍ନିକାଣ୍ଡ

1 min read

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗି ଭଣ୍ଡାର ଘରେ ଥିବା ବିଭିନ୍ନ ପୂଜା ସାମଗ୍ରୀ ଜଳିଯାଇଛି ।

ଭଣ୍ଡାର ଘରେ ହଠାତ ନିଆଁ ଲାଗିଯାଇଥିବାରୁ ଭଣ୍ଡାର ଘରେ ଥିବା ଅନେକ ପୂଜା ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେନେଇ କିଛି ସୂଚନା ମିଳିପାରି ନାହିଁ । ଖବର ପାଇ ଧାମନଗର ଅଗ୍ନିଶମ ବାହିନୀ ଓ ସେବାୟତ ନିଆଁକୁ ଆୟତ କରିଥିଲେ । ')}

Leave a Reply