ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ । ଏହା ପୂର୍ବରୁ ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଡିସ୍ଚାର୍ଜ ହୋଇଛନ୍ତି । ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣଙ୍କ ସେ ଇଂଲଣ୍ଡରୁ ଫେରିଥିବା ବେଳେ ପ୍ରଥମ କରୋନା ଆକ୍ରାନ୍ତ ଜଣଙ୍କ ଇଟାଲୀ ଫେରନ୍ତା । ଉଭୟ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଯାବତ ରାଜ୍ୟରେ ମୋଟ ୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । … Continue reading ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ
Copy and paste this URL into your WordPress site to embed
Copy and paste this code into your site to embed