ଅଶାନ୍ତ ସୀମାନ୍ତ: ୫୦ ବର୍ଷରେ ପ୍ରଥମ ଥର ପାଇଁ ଭାରତ-ଚୀନ ସୀମାରେ ହିଂସା !

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବୃଦ୍ଧି ପାଇଛି । ଗଲବାନ ଘାଟିରେ ସୋମବାର ରାତିରେ ଭାରତୀୟ ସୈନିକ ଓ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ତିନି ଜଣ ସୈନିକ ସହିଦ ହୋଇଛନ୍ତି । ୭୦ ଦଶକ ପରେ ପ୍ରଥମ ଥର ପାଇଁ ଏଲଏସି ବା ବାସ୍ତବିକ୍ ନିୟନ୍ତ୍ରଣ ରେଖାରେ ପ୍ରଥମ ଥର ପାଇଁ ଭାରତୀୟ ଯବାନ ସହିଦ ହୋଇଛନ୍ତି । ୧୯୬୨ ମସିହାରେ ଭାରତ ଓ … Continue reading ଅଶାନ୍ତ ସୀମାନ୍ତ: ୫୦ ବର୍ଷରେ ପ୍ରଥମ ଥର ପାଇଁ ଭାରତ-ଚୀନ ସୀମାରେ ହିଂସା !