କୋଭିଡ ହସ୍ପିଟାଲ ପରିଦର୍ଶନରେ ୫-ଟି ସଚିବ: ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା
ଭୁବନେଶ୍ୱର: କିମ୍ସରରେ ନିର୍ମିତ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ । ହସ୍ପିଟାଲ ନିର୍ମାଣର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ । ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ସ୍ୱାସ୍ଥ୍ୟ ସଚିବ ଏନ୍କେ ଧଳ, ଡିଏମ୍ଇଟି ସିବିକେ ମହାନ୍ତି ତାଙ୍କ ସହ ଉପସ୍ଥିତ ଥିଲେ । କିମ୍ସ ହସ୍ପିଟାଲର ଡାକ୍ତର ବି.ପି ପାଣିଗ୍ରାହୀ, ଡ. ସୁବ୍ରତ ଆଚାର୍ଯ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା … Continue reading କୋଭିଡ ହସ୍ପିଟାଲ ପରିଦର୍ଶନରେ ୫-ଟି ସଚିବ: ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା
Copy and paste this URL into your WordPress site to embed
Copy and paste this code into your site to embed