ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର ! ପଦାରେ ପଡ଼ିଲା ମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତା
ବଲାଙ୍ଗିର/ଧର୍ମଗଡ଼: ଲିକ୍ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷା ଆରମ୍ଭ ହେଉ ହେଉ ହେଲା ଭାଇରାଲ । କଳାହାଣ୍ଡିରୁ ବଲାଙ୍ଗିର, ମୋବାଇଲରୁ ମୋବାଇଲ୍ ଘୁରି ବୁଲିଲା ପ୍ରଶ୍ନପତ୍ର । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପେପର ଭାଇରାଲ୍ ହୋଇଛି । ଭାଇରାଲ୍ ଫଟୋରେ ୫୦ ନମ୍ବର ସବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ରହିଛି ।ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଅଞ୍ଚଳ ସହ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ତେବେ, … Continue reading ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର ! ପଦାରେ ପଡ଼ିଲା ମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତା
Copy and paste this URL into your WordPress site to embed
Copy and paste this code into your site to embed