ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣୁଛନ୍ତି ଓଡ଼ିଆ ପାଇଲଟ: ଆକାଶରେ ଗୁଞ୍ଜରିତ ହେଲା ଜୟ ଜଗନ୍ନାଥ

ଆପଣମାନଙ୍କୁ ସମସ୍ତଙ୍କୁ ରଜର ଅଭିନନ୍ଦନ । ମୁଁ କ୍ୟାପଟେନ୍‌ ମଧୁସ୍ମିତା ଆପଣମାନଙ୍କୁ AIRARABIA ଫ୍ଳାଇଟରେ ସ୍ୱାଗତ କରୁଛି । ମୋର ସୌଭାଗ୍ୟ ଆଜି ଭଳିଆ ଶୁଭଦିନରେ ଆପଣମାନଙ୍କୁ ଆପଣଙ୍କ ପରିବାର ଲୋକଙ୍କ ନିକଟକୁ ଉଡ଼େଇ ନେବାର ଦାୟିତ୍ୱ ଦିଆଯାଇଛି … ଜୟ ଜଗନ୍ନାଥ.. ୟୁଏଇରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ବିମାନରେ କିଛି ଏଭଳି ଶୁଣିବାକୁ ମିଳିଥିଲା । ଆଉ ଘୋଷଣା କରୁଥିବା ପାଇଲଟ୍‌ ଜଣଙ୍କ ବି ଓଡ଼ିଆ ହୋଇଥିବା ବେଳେ ସେ ଘୋଷଣା ମଧ୍ୟ … Continue reading ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣୁଛନ୍ତି ଓଡ଼ିଆ ପାଇଲଟ: ଆକାଶରେ ଗୁଞ୍ଜରିତ ହେଲା ଜୟ ଜଗନ୍ନାଥ