ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଘର ଭଦ୍ରକ
ଭୁବନେଶ୍ୱର: ରାଜ୍ୟରେ ଆଉ ଏକ କରୋନା ପଜିଟିଭ୍ ମାମଲା ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚତୁର୍ଥ କରୋନା ଆକ୍ରାନ୍ତ ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ । ତାଙ୍କ ବୟସ ୨୯ ବର୍ଷ ହୋଇଥିବା ଜଣା ପଡ଼ିଛି । ନିକଟରେ ସେ ଦୁବାଇ ଗସ୍ତରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏହା ପୂର୍ବରୁ ରାଜ୍ୟରେ ୩ ଜଣଙ୍କ ଠାରେ କରୋନା … Continue reading ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଘର ଭଦ୍ରକ
Copy and paste this URL into your WordPress site to embed
Copy and paste this code into your site to embed