ମାଗଣା ମିଳିବ ୫ କେଜି ଶସ୍ୟ, କେଜିଏ ଡାଲି
ନୂଆଦିଲ୍ଲୀ: ଲକଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଭୋକିଲା ରହିବେ ନାହିଁ । ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ସେମାନଙ୍କୁ ସହାୟତା ଦିଆଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ହିତାଧିକାରୀ ତାଲିକାରେ ସାମିଲ୍ ନଥିଲେ ବି ସେମାନଙ୍କୁ ରାସନ ମିଳିବ । ୨ ମାସ ପାଇଁ ସମସ୍ତ ପ୍ରବାସୀ ପରିବାରକୁ ମାସିକ ୫ କେଜି ଶସ୍ୟ ସହ ଏକ କେଜି ଚଣା ଡାଲି ଯୋଗାଇ ଦିଆଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା … Continue reading ମାଗଣା ମିଳିବ ୫ କେଜି ଶସ୍ୟ, କେଜିଏ ଡାଲି
Copy and paste this URL into your WordPress site to embed
Copy and paste this code into your site to embed