ରାଜ୍ୟରେ ଆଉ ୩୩୭୧ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୪୭ ସଂକ୍ରମିତ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ରାକ୍ଷସର ଜାଲରେ ଛନ୍ଦି ହୋଇଛି ପୁରା ରାଜ୍ୟ । ଦିନକୁ ୨ ହଜାର ଉପରେ ସଂକ୍ରମଣ ଏବେ ଚିହ୍ନଟ ହେବାରେ ଲାଗିଛି । ବୁଧବାର ପୁଣି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୩ହଜାର ୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଚାଇନ୍ କେନ୍ଦ୍ରରୁ ୨ହଜାର ୫୩ ଜଣ ଓ ୧୩ଶହ ୧୮ଟି ଲୋକାଲ୍ … Continue reading ରାଜ୍ୟରେ ଆଉ ୩୩୭୧ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୪୭ ସଂକ୍ରମିତ
Copy and paste this URL into your WordPress site to embed
Copy and paste this code into your site to embed