spot_img

Latest Posts

ଅସ୍ଥାୟୀ ଶିକ୍ଷକ କହିଲେ ମୁହଁ ଫେରାଉଛନ୍ତି ଝିଅ: ବିଚାର କରିବାକୁ ଦାବି କଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ

ସ୍ଥାୟୀ ଚାକିରୀ ନକଲେ ବିବାହ ପାଇଁ ମିଳୁନାହାନ୍ତି ଝିଅ। ଅସ୍ଥାୟୀ ଚାକିରି କହିଲେ ଶିକ୍ଷକଙ୍କୁ କେହି ଝିଅ ଦେଉ ନାହାନ୍ତି। ଶିକ୍ଷିତ ହୋଇ ଚାକିରି କରିବା ପରେ ମଧ୍ୟ ଯେହେତୁ ବିବାହ କରିପାରୁନାହାନ୍ତି। ଏଣୁ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏଣୁ ଏହାକୁ ବିଚାର କରିବାକୁ ଦାବି କଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ। ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ  ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବର୍ଗ ଅତିରିକ୍ତ ବଜେଟ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ।

Latest Posts

Don't Miss