ବିନା ଗ୍ୟାରେଣ୍ଟିରେ ମିଳିବ ଋଣ, ବର୍ଷେ ଯାଏଁ ଦେବାକୁ ପଡ଼ିବନି ମୂଳଧନ

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ଶକ୍ତ ହେବ ଅର୍ଥନୀତି । ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ଦେଶ ଅର୍ଥନୀତିର ଅଭିନ୍ନ ଅଙ୍ଗ । ଏହି କ୍ଷେତ୍ର ୧୨ କୋଟି ଲୋକଙ୍କୁ ରୋଜଗାର ଦେଉଛି । ଆତ୍ମନିର୍ଭର ଭାରତ ପ୍ୟାକେଜରେ MSME ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ ଲକ୍ଷ କୋଟିଙ୍କ ଟଙ୍କା ଘୋଷଣା କରିଛନ୍ତି । ଏହି ଅର୍ଥ MSME ସେକ୍ଟରକୁ ଋଣ ଆକାରରେ ଦିଆଯିବ । ଏହାର ଅବଧି ୪ ବର୍ଷ ରହିବ । ଋଣ … Continue reading ବିନା ଗ୍ୟାରେଣ୍ଟିରେ ମିଳିବ ଋଣ, ବର୍ଷେ ଯାଏଁ ଦେବାକୁ ପଡ଼ିବନି ମୂଳଧନ