Homeଓଡ଼ିଶା February 15, 2020 Nandighosha Tv Latest Posts ଓଡ଼ିଶା ଅନୁଗୋଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଉଦବେଗ ପ୍ରକାଶ କଲେ ନବୀନ ଅନ୍ତର୍ଜାତୀୟ ଭାରତର କେଉଁ ନିଷ୍ପତ୍ତି ଇରାନକୁ କରିଛି ନିରାଶ ? ଓଡ଼ିଶା ଘାସ ବୁଦା ମୂଳରୁ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ଆଜିଠାରୁ ୨୯ ଫେବ୍ରୁଆରୀ ଯାଏଁ ମାଗଣା ମିଳିବ Fastag: ପଢ଼ନ୍ତୁ କେଉଁଠି ନୂଆଦିଲ୍ଲୀ: ଆଜିଠୁ ମାଗଣା ମିଳିବ Fastag । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ କର ଆଦାୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସୁବିଧ ଆରମ୍ଭ କରାଯାଇଛି । ୨୯ ଫେବ୍ରୁଆରୀ ଯାଏଁ Fastag ମାଗଣାରେ ଦିଆଯିବ । ଏଣିକି Fastag ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ୧୫ ଫେବ୍ରୁଆରୀଠାରୁ ୨୯ ଫେବ୍ରୁଆରୀ ଯାଏଁ ମଗଣାରେ ପାଇପାରିବେ Fastag । ସରକାର ଇଲୋକଟ୍ରନିକ ସଡ଼କ କର ସଂଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏହା ଯୋଗାଇଦିଆଯିବ । ସରକାର ଦେଶରେ ଥିବା ୫୨୭ରୁ ଅଧିକ ଜାତୀୟ ରାଜପଥରେ Fastag ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, Fastag କିଣିବା ପାଇଁ ଲୋକଙ୍କୁ ୧୦୦ ଦେବାକୁ ପଡ଼ୁଥିଲା । ଏନ୍ଏଚ୍ ପଥକର ପ୍ଳାଜାରେ Fastag ଜରିଆରେ ଡିଜିଟାଲ ଉପାୟରେ ସଂଗ୍ରହ ବଢ଼ାଇବା ପାଇଁ ଏହି ଟଙ୍କା ନନେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ଯେ କୌଣସି ଅଧିକୃତ ପଏଣ୍ଟ ଅଫ୍ ସେଲ୍ ରେ ନିଜ ଗାଡ଼ିର ଆରସି ଦେଖାଇ ମାଗଣାରେ Fastag ପାଇପାରିବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ । February 15, 2020 Nandighosha Tv FacebookInstagramTwitterYoutube RELATED ARTICLES ଓଡ଼ିଶା ଅନୁଗୋଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଉଦବେଗ ପ୍ରକାଶ କଲେ ନବୀନ ଅନ୍ତର୍ଜାତୀୟ ଭାରତର କେଉଁ ନିଷ୍ପତ୍ତି ଇରାନକୁ କରିଛି ନିରାଶ ? ଓଡ଼ିଶା ଘାସ ବୁଦା ମୂଳରୁ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ Latest Posts ଓଡ଼ିଶା ଅନୁଗୋଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଉଦବେଗ ପ୍ରକାଶ କଲେ ନବୀନ ଅନ୍ତର୍ଜାତୀୟ ଭାରତର କେଉଁ ନିଷ୍ପତ୍ତି ଇରାନକୁ କରିଛି ନିରାଶ ? ଓଡ଼ିଶା ଘାସ ବୁଦା ମୂଳରୁ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ଓଡ଼ିଶା ଜଲାପୁଟ ଜଳଭଣ୍ଡାର ଦ୍ବୀପରେ ଗଞ୍ଜେଇ ତେଲ କାରଖାନା, ନିଶା ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି ନକ୍ସଲ Don't Miss ଓଡ଼ିଶା ଅନୁଗୋଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଉଦବେଗ ପ୍ରକାଶ କଲେ ନବୀନ ଅନ୍ତର୍ଜାତୀୟ ଭାରତର କେଉଁ ନିଷ୍ପତ୍ତି ଇରାନକୁ କରିଛି ନିରାଶ ? ଓଡ଼ିଶା ଘାସ ବୁଦା ମୂଳରୁ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ଓଡ଼ିଶା ଜଲାପୁଟ ଜଳଭଣ୍ଡାର ଦ୍ବୀପରେ ଗଞ୍ଜେଇ ତେଲ କାରଖାନା, ନିଶା ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି ନକ୍ସଲ ଓଡ଼ିଶା ଲାଞ୍ଜିପଲ୍ଲୀ ବାଇପାସରେ ଓଭରବ୍ରିଜ ନିର୍ମାଣ କେବେ ? February 2026 January 2026 December 2025 November 2025 October 2025 September 2025