ଗ୍ରେଟର ନୋଏଡ଼ାରେ ରାହୁଲ, ପ୍ରିୟଙ୍କା ଗାନ୍ଧିଙ୍କ ସମେତ କଂଗ୍ରେସର ୨୦୩ ନେତାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଗ୍ରେଟର ନୋଏଡାର ଇକୋଟେକ୍ ୱାନ୍ ପୋଲିସ ଥାନାରେ ଏଫଆଇଆର୍ ରୁଜୁ ହୋଇଛି । ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ୨୦୩ ଜଣ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ କରିଛି FIR । ଏତଲାରେ ସଙ୍ଗୀନ ଧାରା ସବୁ ଲାଗିଛି । ଗୌତମବୁଦ୍ଧନଗର ପୋଲିସ ପକ୍ଷରୁ ରୁଜୁ ହୋଇଛି ମାମଲା । ଏନେଇ ପୋଲିସ କହିଛି- ରାହୁଲ ଗାନ୍ଧି ଓ ପ୍ରିୟଙ୍କା … Continue reading ଗ୍ରେଟର ନୋଏଡ଼ାରେ ରାହୁଲ, ପ୍ରିୟଙ୍କା ଗାନ୍ଧିଙ୍କ ସମେତ କଂଗ୍ରେସର ୨୦୩ ନେତାଙ୍କ ବିରୋଧରେ ଏତଲା