ବାହାଘର ପୂର୍ବରୁ ପୁଅର ବାପା ସହ ଝିଅର ମାଆ ଫେରାର୍

ସୁରଟ: ଝିଅ ପାଇଁ ଖୋଜା ସରିଥିଲା ଜ୍ୱାଇଁ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ, ଝିଅ-ଜ୍ୱାଇଁଙ୍କ ମିଳନ ପୂର୍ବରୁ ଭାଙ୍ଗିଯାଇଛି ବାହାଘର । କାରଣ ଝିଅର ମାଆ ସହ ପୁଅର ବାପା ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ବର୍ଷେ ହେଲା ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶେଷ ମୂହୁର୍ତ୍ତରେ ଆନନ୍ଦ ଫିକା ପଡ଼ିଛି ।ସୁରଟର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି । ପେଷାରେ ବ୍ୟବସାୟୀ ଥିବା ଭାବନଗରର ରାକେଶ … Continue reading ବାହାଘର ପୂର୍ବରୁ ପୁଅର ବାପା ସହ ଝିଅର ମାଆ ଫେରାର୍