କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍

ନୂଆଦିଲ୍ଳୀ: ଲକ୍‌ଡାଉନ୍‌ ୪.୦ରେ ବସ୍ ଚଳାଚଳକୁ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ବିଭାଗ । କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍‌ । ଆପୋଷ ବୁଝାମଣା ଭିତ୍ତିରେ ଅନ୍ତଃ ରାଜ୍ୟ ବସ୍‌ ଚଳାଚଳ କରିପାରିବ । ତେବେ ରାଜ୍ୟ ଭିତରେ ବସ ଚଳାଚଳ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସରକାର ନିଷ୍ପତ୍ତି ନେବେ । ତେବେ ବସ୍‌ ଚଳାଚଳା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜଓର … Continue reading କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍